DIBRI A Flame of Hope

DIBRI A Flame of Hope Contact information, map and directions, contact form, opening hours, services, ratings, photos, videos and announcements from DIBRI A Flame of Hope, Balangir.

A“Public Welfare and Charitable Trust” to provide complete support, protection and care to needy, underprivileged and deprived people in the society with special focus on rural communities with innovative service initiatives to alleviate their lives.

Happy diwali to all of you from team "DIBRI"
04/11/2021

Happy diwali to all of you from team "DIBRI"

ପବିତ୍ର ବାହୁଡା ଯାତ୍ରାର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜଏ ଜଗନ୍ନାଥ 🙏
20/07/2021

ପବିତ୍ର ବାହୁଡା ଯାତ୍ରାର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜଏ ଜଗନ୍ନାଥ 🙏

ଡିବିରୀ ଟ୍ରଷ୍ଟ ତରଫରୁ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
12/07/2021

ଡିବିରୀ ଟ୍ରଷ୍ଟ ତରଫରୁ ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରାର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ଡିବିରୀ ଟ୍ରଷ୍ଟ ପକ୍ଷରୁ ନଅଗାଁ (କ) ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଅଁଳାପାଲି ଗ୍ରାମ ରେ ଥର୍ମାଲ ସ୍କ୍ରିନିଙ୍ଗ ସହ ଅକ୍ସିଜେନ ସ୍ତର ଯାଞ୍ଚ କରାଯା...
17/06/2021

ଡିବିରୀ ଟ୍ରଷ୍ଟ ପକ୍ଷରୁ ନଅଗାଁ (କ) ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଅଁଳାପାଲି ଗ୍ରାମ ରେ ଥର୍ମାଲ ସ୍କ୍ରିନିଙ୍ଗ ସହ ଅକ୍ସିଜେନ ସ୍ତର ଯାଞ୍ଚ କରାଯାଇଛି । ଏଥିରେ ଆମର ସକ୍ରିୟ କର୍ମକର୍ତ୍ତା ସଦାନନ୍ଦ ଭୋଇ ,ଦୁଃଖନାସନ ପଧାନ,ପ୍ରଶ୍ନ ଭୋଇ,ଶରତ ଭୋଇ,ରାଜେନ୍ଦ୍ର ପଧାନ , ଅଭିମନ୍ୟୁ ବାରିକ,ଜୟନ୍ତ ଭୋଇ, ପିଙ୍କୁ ପଧାନ , ଆନନ୍ଦ ତାଣ୍ଡି ଓ କୃପାସିନ୍ଧୁ ଗଡତିଆ ପ୍ରମୁଖ ସାହାଯ୍ଯ ସହଯୋଗ କରିଥିଲେ ।

ନଅଗାଁ (କ) ଡିବିରୀ କର୍ମକର୍ତ୍ତା ତଥା ସ୍ୱୟଂସିଦ୍ଧି ସେବାସଦନ ସଭାପତି ସଞ୍ଜିବ ଦାସ , ସଂପାଦକ ରାଜୁ ବିଶ୍ବାଳ , ଗୌନ୍ତିଆ ସୁବଳ ଦଣ୍ଡସେନା ,ଅର...
12/06/2021

ନଅଗାଁ (କ) ଡିବିରୀ କର୍ମକର୍ତ୍ତା ତଥା ସ୍ୱୟଂସିଦ୍ଧି ସେବାସଦନ ସଭାପତି ସଞ୍ଜିବ ଦାସ , ସଂପାଦକ ରାଜୁ ବିଶ୍ବାଳ , ଗୌନ୍ତିଆ ସୁବଳ ଦଣ୍ଡସେନା ,ଅର୍ଜୁନ ମେହେର, ଅଶୋକ ମେହେର, କଳ୍ପନା ନାଏକ , ଡାଏବର ବିଶ୍ବାଳ, ମିତୃ ପଧାନ, ଟିକୁ ସାହୁ ,ବିକାଶ ମେହେର, ମିତ୍ରଭାନୁ ମେହେର
ବିର ଦଣ୍ଡସେନା ଙ୍କ ସହଯୋଗରେ ନଅଗାଁ ଠାରେ ଘର ଘର ବୁଲି ଅକ୍ସିଜେନ ସ୍ତର ଯାଞ୍ଚ ସହ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଛି । ଡିବିରୀ ଆଗକୁ ମଧ୍ଯ ଏହା ଜାରି ରଖିବ।

କୋଭିଡ୍ ୧୯ ପରିସ୍ଥିତିର ପ୍ରତିହତ କରିବା ପାଇଁ ଆମ ଡିବିରୀ ଟ୍ରଷ୍ଟ ର Managing Director ସୁରେଶ ମହାଲିଙ୍ଗ ଏବଂ ସଂପାଦକ ଫାଲଗୁନି ସ୍ବରୁପ ନା...
06/06/2021

କୋଭିଡ୍ ୧୯ ପରିସ୍ଥିତିର ପ୍ରତିହତ କରିବା ପାଇଁ ଆମ ଡିବିରୀ ଟ୍ରଷ୍ଟ ର Managing Director ସୁରେଶ ମହାଲିଙ୍ଗ ଏବଂ ସଂପାଦକ ଫାଲଗୁନି ସ୍ବରୁପ ନାଏକଙ୍କ ନେତୃତ୍ବରେ ଆଜି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । District Co ordinator ଯୋଗିନ କୁମାର ନାଏକ ଏବଂ ଆଗଲପୁର ବ୍ଳକ co ordinator ଅସିମ କୁମାର ସାହୁ,ପୁଇଁତଳା ବ୍ଳକ co ordinator ସନ୍ତୋଷ କର୍ମୀ ତଥା ଲୋଇସିଂହା ବ୍ଲକ co ordinator ଜିତୁ ସାହୁ ଉପସ୍ଥିତିରେ କିଭଳି ଭାବେ ଗାଁ ସ୍ତରରୁ ବ୍ଳକ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଯିବ ଆଲୋଚନାର ପ୍ରମୁଖ ବିଷୟ ରହିଥିଲା । ଆମ ଡିବିରି ଅନୁଷ୍ଠାନ ର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ କାଶ ତଥା ଜ୍ଵର ଇତ୍ୟାଦି ଲକ୍ଷଣ କୁ ଚିହ୍ନଟ କରିବେ ଏବଂ କରୋନାର ଲକ୍ଷଣ ଦେଖାଗଲେ ନିକଟସ୍ଥ ଆଶା ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରିବେ ସେଥିପାଇଁ ସେମାନଙ୍କୁ ଅକ୍ସିମିଟର ଏବଂ ଥର୍ମୋଗନ୍ ପ୍ରଦାନ କରାଗଲା । ଆଗଲପୁର ସହ ସଂଯୋଜକ ସଂଜୀବ ଦାସ,ଦେବରାଜ ନାଗ , ରାଜେଶ ସାହୁ ,ଅଜିତ ସାହୁ ଏବଂ କାନ୍ହା ପ୍ରମୁଖ ଉପସ୍ଥିତ ଥିଲେ ।

ଆପଣମାନଙ୍କର ଡିବିରି ଟ୍ରଷ୍ଟ ଅନୁଷ୍ଠାନର Web Channel ଆରମ୍ଭ ହୋଇ ଯାଇଛି। ସମସ୍ତଙ୍କର ଭଲ ପାଇବା ରହିଥାଉ।
12/03/2021

ଆପଣମାନଙ୍କର ଡିବିରି ଟ୍ରଷ୍ଟ ଅନୁଷ୍ଠାନର Web Channel ଆରମ୍ଭ ହୋଇ ଯାଇଛି। ସମସ୍ତଙ୍କର ଭଲ ପାଇବା ରହିଥାଉ।

International Women's Day celebrated by NGO SOIL with of Sociology Sambalpur university at Sambalpur university. This Program is conducted in presence of ho...

08/03/2021

ଡିବିରୀ ଦ୍ବାରା ଆୟୋଜିତ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ର MEDIA COVERAGE Mukesh mahaling I support Dr.mukesh mahaling

08/03/2021

ଡିବିରି ଦ୍ଵାରା ଆୟୋଜିତ କ୍ୟାନସର୍ ସଚେତନତା ଓ ଚିହ୍ନଟ କାର୍ଯ୍ୟକ୍ରମ ର ମିଡିଆ ପ୍ରସାରଣ

ଆଜି ଡିବିରି ଏବଂ ପଣ୍ଡା କ୍ୟାନସର ହସ୍ପିଟାଲ ର ମିଳିତ ଉଦ୍ୟମରେ ଏକ ମାଗଣା କ୍ୟାନସର ଚିହ୍ନଟ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ...
07/03/2021

ଆଜି ଡିବିରି ଏବଂ ପଣ୍ଡା କ୍ୟାନସର ହସ୍ପିଟାଲ ର ମିଳିତ ଉଦ୍ୟମରେ ଏକ ମାଗଣା କ୍ୟାନସର ଚିହ୍ନଟ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନ- ଲୋଇସିଂହା । ଓଡ଼ିଶାର ବିଶିଷ୍ଟ ଓ ପ୍ରସିଦ୍ଧ ଡାକ୍ତର ମାନେ ଏଥିରେ ଯୋଗ ଦେଇଥିଲେ।

ଡିବିରି ସମସ୍ତଙ୍କୁ ଆମନ୍ତ୍ରିତ କରୁଛି
28/02/2021

ଡିବିରି ସମସ୍ତଙ୍କୁ ଆମନ୍ତ୍ରିତ କରୁଛି

Address

Balangir
767200

Telephone

+919437256645

Alerts

Be the first to know and let us send you an email when DIBRI A Flame of Hope posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to DIBRI A Flame of Hope:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram