Students Raktadata mahasangha, Nuapada, odisha

Students Raktadata mahasangha, Nuapada, odisha Now you can find easily find a blood doner near by your place/location and that too in just once click using our web application "find blood doner"

*ଶିଶୁ ଦିବସ ଅବସରରେ " student ରକ୍ତଦାତା ମହାସଂଘ ନୂଆପଡା ତରଫରୁ MESSIAN INDIA  ଲିଟିଗୁଡା ଆଶ୍ରମ କୁ ଯାଇ  ଶିକ୍ଷା ସାମଗ୍ରୀ ବଣ୍ଟନ ଓ ଶି...
15/11/2022

*ଶିଶୁ ଦିବସ ଅବସରରେ " student ରକ୍ତଦାତା ମହାସଂଘ ନୂଆପଡା ତରଫରୁ MESSIAN INDIA ଲିଟିଗୁଡା ଆଶ୍ରମ କୁ ଯାଇ ଶିକ୍ଷା ସାମଗ୍ରୀ ବଣ୍ଟନ ଓ ଶିକ୍ଷା ସଚେତନତା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା*
*ଆଜି ପବିତ୍ର ଶିଶୁଦିବସ ଅବସରରେ ଆମ ସଂଗଠନ Students Raktadata Mahasangha, Nuapada ତରଫରୁ ରୁ ଲିଟିଗୁଡା ଗ୍ରାମରେ ଅବସ୍ଥିତ Messian India ର ହଷ୍ଟେଲ ର କୁନି କୁନି ପିଲା ମାନଂକୁ ନେଇ ଶିକ୍ଷାର ଅଭିବୃଦ୍ଧି ଓ ସ୍କୁଲ୍ ଯାଇ ପାଠ ପଢ଼ା ପାଇଁ ଏବଂ ସମାଜର କୁନି ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ ଓ ମାତୃ ଭାଷା ର ଆବଶ୍ୟକତା ରହିଛି l ତେଣୁ ଏହି ଚିନ୍ତାଧାରା କୁ ଆଖିଆଗରେ ରଖି ସ୍ଟୁଡେଣ୍ଟ ରକ୍ତଦାତା ମହାସଂଘ ନୂଆପଡା ପିଲା ମାନଙ୍କୁ କିଛି ପୁସ୍ତକ, କଲମ ଏବଂ ମିଷ୍ଟାନ ବଣ୍ଟନ କରିଥିଲେ l ସମାଜ କୁ ଶିକ୍ଷା ର ସଚେତନ ବାର୍ତ୍ତା କିପରି ପ୍ରତେକ ଯୁବ ପିଢ଼ି ଓ ସାମାଜିକ ଅନୁଷ୍ଠାନ ଶିକ୍ଷା ର ବିକାଶ ଦିଗ ରେ ସୁସ୍ଥ ଶିକ୍ଷିତ ସମାଜ ଗଠନ କରିବା ଓ ନିଜ ନିଜ ଅଞ୍ଚଳ ରେ ଏମିତି ପ୍ରୟାସ କରିବା ଏବଂ ସମାଜରେ ଶିକ୍ଷାର ପ୍ରଚାର ପ୍ରସାର କରି କୁନି କୁନି ପିଲା ମାନଙ୍କୁ ସଚେତନତା କରିବା ଏହି ଉପରେ ପିଲାମାନଙ୍କ ସହ ଆଲୋଚନା କରାଯାଇଥିଲା ।*
*ଉକ୍ତ କାର୍ଯ୍ୟକ୍ରମ ରେ Messian India ର ସଭାପତି "AK TANDI", ଉପସଭାପତି premanda Naik, Hostel Incharge Abed Das, Ledige Worden Salmina Das, ଏବଂ Hostel ର ଶିକ୍ଷକ Amosh das, ରୋଷେୟା Baneswar Malik ଭାଇ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l
ସ୍ଟୁଡେଣ୍ଟ ରକ୍ତଦାତା ମହାସଂଘ ପ୍ରତିଷ୍ଠାତା ଶ୍ରୀମାନ Harsabardhan Bag, ସିନାପାଲି ବ୍ଲକ ସଭାପତି ଶ୍ରୀ ଯୁକ୍ତ ଦେବରାଜ ମାଝୀ, ଉପ ସଭାପତି ସାଦରକ ସେନାପତି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ଏବଂ ପିଲାମାନଂକୁ ଶିକ୍ଷା ଉପରେ ବୁଝାଇ ଥିଲେ l ଏବଂ
*ଆସ ଆମେ ସଭିଏଁ ପାଠ ପଡିବା
*ଶିକ୍ଷିତ ସୁନ୍ଦର ମୟ ସମାଜ ଗଢ଼ିବା।*
*ଆଜି ର ଶିଶୁ କାଲି ର ଭବିଷ୍ୟତ।*ନାରା ଲଗେଇ ତାକୁ ଜୀବନ ରେ ଲଗେଇବା l

ସମସ୍ତ CHSE EXAMINATION ଦେଉଥିବା ଛାତ୍ର ଛାତ୍ରୀ ଭାଇ ଏବଂ ଭଉଣୀ ମାନଂକୁ ଆମ ସଂଗଠନ ତରଫରୁ ଶୁଭେଚ୍ଛା
28/04/2022

ସମସ୍ତ CHSE EXAMINATION ଦେଉଥିବା ଛାତ୍ର ଛାତ୍ରୀ ଭାଇ ଏବଂ ଭଉଣୀ ମାନଂକୁ ଆମ ସଂଗଠନ ତରଫରୁ ଶୁଭେଚ୍ଛା

*"ଅକ୍ଟୋବର-୧, ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ"* ଅବସରରେ ଆମ୍ଭର ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତା ଭାଇ ଓ ଭଉଣୀମାନଙ୍କୁ  ସ୍ଟୁଡେଣ୍ଟ ରକ୍ତଦ...
01/10/2021

*"ଅକ୍ଟୋବର-୧, ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ"* ଅବସରରେ ଆମ୍ଭର ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତା ଭାଇ ଓ ଭଉଣୀମାନଙ୍କୁ ସ୍ଟୁଡେଣ୍ଟ ରକ୍ତଦାତା ମହାସଂଘ ନୂଆପଡା ପରିବାର ତରଫରୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ......ଆମେ ଜାଣିଛୁ ପ୍ରତ୍ୟେକ ରକ୍ତଦାତା ଜଣେ ଜଣେ ଜୀବନ ଦାତା । ଆସନ୍ତୁ ସମସ୍ତେ ସଚେତନ ହେବା ରକ୍ତଦାନ ର ମହତ୍ତ୍ଵ କୁ ବୁଝି ଜରୁରୀ ସମୟରେ ରକ୍ତଦାନ କରିବା । ଏହି ମହତ୍ ଦିନରେ ଆମେ ଚାଲନ୍ତୁ ଏକ ସଂକଳ୍ପ ନେବା କି, ଆମେ ଏକ "ରକ୍ତଦାତା" ହେବା। 🙏 ସଭିଏଁ କରିବା ରକ୍ତଦାନ । ରକ୍ତ ଅଭାବରୁ ନ ଯାଉ କାହା ର ଜୀବନ ସ୍ବେଛାକୃତ ରକ୍ତଦାନ କରି ରୋଗୀଙ୍କର ଜୀବନ ବଂଚେଇବା......ରକ୍ତ ଦାନ ଜୀବନ ଦାନ, ରକ୍ତ ବଞ୍ଚାଏ ଶତ ଜିବନ।

Chandra Sekhar Patel ଦାଦା ଆଜି ଜଣେ ଛୋଟ ଶିଶୁ ଙ୍କୁ ଏବେ AB +ve ରକ୍ତଦାନ କରିଥିବାରୁ ତାଙ୍କୁ Students Raktadata Mahasangha ପରିବାର...
14/08/2021

Chandra Sekhar Patel ଦାଦା ଆଜି ଜଣେ ଛୋଟ ଶିଶୁ ଙ୍କୁ ଏବେ AB +ve ରକ୍ତଦାନ କରିଥିବାରୁ ତାଙ୍କୁ Students Raktadata Mahasangha ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ 🙏🙏💐💐 l

Special Thanks To ଆମର କୋମନା ବ୍ଲକ କାର୍ଯ୍ୟକର୍ତ୍ତା PANCHU BHOI YADAV ଦାଦା ଙ୍କୁ, ସେ ରକ୍ତାଦାତା ଯୋଗାଡ଼ କରିଥିବା ରୁ ତାଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ 🙏🙏💐💐 l
Thanks for :- SRM Nuapada TEAM

14th June ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ବିଶ୍ୱ ର ସମସ୍ତ ରକ୍ତଦାତା ଏବଂ Studenta ରକ୍ତଦାତା ମହାସଂଘ ର ସମସ୍ତ ରକ୍ତଦାତା ମାନଙ୍କୁ ହୃଦୟର...
14/06/2021

14th June ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ବିଶ୍ୱ ର ସମସ୍ତ ରକ୍ତଦାତା ଏବଂ Studenta ରକ୍ତଦାତା ମହାସଂଘ ର ସମସ୍ତ ରକ୍ତଦାତା ମାନଙ୍କୁ ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା

15/06/2020

🩸 * DeliveryCase*🩸
Patient Name - Anandini Dandasena
Age - **23
At/Po - *Chalanpada
Block - Rajakhariar
Dist - **Nuapada
Blood Group - B ,tve
Hemoglobin - 9
Bed No - 08
Contact - 9337551630
7854923095

*Govt Hospital Nuapada*

Address

Nuapada
Nuapada

Telephone

+916371748895

Website

Alerts

Be the first to know and let us send you an email when Students Raktadata mahasangha, Nuapada, odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Students Raktadata mahasangha, Nuapada, odisha:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category