Psychological First Aid

Psychological First Aid Psychological First Aid is created to provide mental health services through Telepsychology mode.

22/08/2025

➡️ଛୋଟପିଲାଙ୍କୁ ମୋବାଇଲ ଫୋନ ବା ଟିଭି ଦେଖାଇ ଖୁଆଅନ୍ତୁ ନାହିଁ।
➡️ ଘରକାମ କରିବା ପାଇଁ ମୋବାଇଲରେ କାର୍ଟୁନ ବା ଅନ୍ୟ ଭିଡିଓ ଦେଖେଇବାର ଅଭ୍ୟାସ କରାନ୍ତୁ ନାହିଁ।
➡️ମୋବାଇଲ ଫୋନର ଅତିମାତ୍ରାରେ ବ୍ୟବହାର ପିଲାଙ୍କ ସୁସ୍ଥ ବିକାଶ ପାଇଁ ଘାତକ।

07/08/2025

କଟୁ ବଚନ କହୁଥିବା, ପଛରେ ବଦନାମ କରୁଥିବା, ଆପଣଙ୍କ ପ୍ରତି ହିଂସା ଭାବ ରଖୁଥିବା, ସମସ୍ତଙ୍କ ଆଗରେ ଅପମାନ ଦେଉଥିବା, ସମ୍ପର୍କ ଅପେକ୍ଷା ଆପଣଙ୍କ ଟଙ୍କା ପ୍ରତି ଲୋଭ ରଖିଥିବା ବ୍ୟକ୍ତିଙ୍କ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
🌿🍁🍁🍂🍁🍁🌿

06/08/2025

ଛୋଟ ପିଲାଙ୍କୁ ଚକଲେଟ, ଚିପ୍ସ୍, ଆଇସକ୍ରିମ, ବାହାରର ପ୍ୟାକେଜ ଫୁଡ୍, ଅଧିକ ମିଠା ବା ଲବଣଯୁକ୍ତ ଖାଦ୍ୟ, ଚାହା ବା କଫି ଆଦୌ ଦିଅନ୍ତୁ ନାହିଁ।
❌🍟🥘🍧🍧🍫🍬🍭🧁❌

06/08/2025

ପରିବାରରେ ପୁତ୍ର ଓ କନ୍ୟା ସନ୍ତାନ ମଧ୍ୟରେ ଭେଦଭାବ କଲେ ସେମାନଙ୍କ କୋମଳ ମନରେ ଗଭୀର ଆଘାତ ଲାଗିଥାଏ। ଉଭୟ ସନ୍ତାନକୁ ସମାନ ଭାବରେ ଶିକ୍ଷାଦୀକ୍ଷା ଓ ସ୍ନେହଶ୍ରଦ୍ଧା ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ସନ୍ତାନ ମନରେ ଆପଣଙ୍କ ପ୍ରତି ପ୍ରକୃତ ସମ୍ମାନ ରହିବ।
🌿🌼🌹🌼🌿

06/08/2025

ଛୋଟ ପିଲା ଯଦି ପ୍ରଶ୍ନ ପଚାରୁଛନ୍ତି ତେବେ ତାଙ୍କୁ ଆକଟ କରିବା, ଚୁପ କରାଇଦେବା, ଗାଳି ଦେବା, ଅଣଦେଖା କରିବା ବା ନିରୁତ୍ସାହ କରିବା ଭଳି କାର୍ଯ୍ୟ କରନ୍ତୁ ନାହିଁ। ଖୁସି ହୁଅନ୍ତୁ ଯେ ଆପଣଙ୍କ ପିଲା ଭିତରେ ଦୁନିଆ ବିଷୟରେ ଜାଣିବା ପାଇଁ କୌତୁହଳ ଓ ଆଗ୍ରହ ଅଛି।
🧐⁉️🤔

05/08/2025

04/08/2025

ନବଜାତ ଶିଶୁକୁ ଛଅ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ଛଡା ଅନ୍ୟ କୌଣସି ବାହାର ଖାଦ୍ୟ ବା ପାଣି ଦିଅନ୍ତୁ ନାହିଁ। ଯଦି କୌଣସି କାରଣରୁ ମାଆ କ୍ଷୀର ହେଉନାହିଁ ତେବେ ଧୈର୍ଯ୍ୟହରା ନହୋଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
🌿🤱🌿

Address

Odisha
Odisha

Telephone

+919438546108

Website

Alerts

Be the first to know and let us send you an email when Psychological First Aid posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Psychological First Aid:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram