Sai Krupa Poly Clinic & Hospital

Sai Krupa Poly Clinic & Hospital Contact information, map and directions, contact form, opening hours, services, ratings, photos, videos and announcements from Sai Krupa Poly Clinic & Hospital, Hospital, Bhatli Road Bargarh Odisha, Bargarh.

03/01/2026

୭୮ତମ ବରଗଡ଼ ଧନୁଯାତ୍ରା। କଂସ ମହାରାଜଙ୍କ ରାଜଦରବର ଆଗମନ । 2026-01-03 14:06

03/01/2026
02/01/2026

୭୮ତମ ବରଗଡ଼ ଧନୁଯାତ୍ରା। କଂସ ମହାରାଜଙ୍କ ରାଜଦରବର ଆଗମନ । 2026-01-02 13:32

31/12/2025

ସାଇକୃପା ନର୍ସିଂହୋମ, ବରଗଡ଼ ପକ୍ଷରୁ ସମସ୍ତଙ୍କୁ ନୂତନ ବର୍ଷ ୨୦୨୬ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ!
​ଏହି ନୂତନ ବର୍ଷ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ନେଇ ଆସୁ ବୋଲି ଆମର ପ୍ରାର୍ଥନା। ଆପଣଙ୍କ ସେବାରେ ଆମେ ସର୍ବଦା ନିୟୋଜିତ।
​ଆମର ଶୁଭକାମନା:
​ସୁସ୍ଥ ରୁହନ୍ତୁ: ଏହି ବର୍ଷ ଆପଣ ଓ ଆପଣଙ୍କ ପରିବାର ନିରୋଗ ରୁହନ୍ତୁ।
​ଖୁସିରେ ରୁହନ୍ତୁ: ସମସ୍ତଙ୍କ ମନରେ ହସ ଖେଳିଯାଉ।
​ସଚେତନ ରୁହନ୍ତୁ: ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ।
​"ସ୍ୱାସ୍ଥ୍ୟ ହିଁ ସମ୍ପଦ - ଆସନ୍ତୁ ଏହି ନୂତନ ବର୍ଷରେ ଏକ ସୁସ୍ଥ ସମାଜ ଗଠନ କରିବା।"

31/12/2025

୭୮ତମ ବରଗଡ଼ ଧନୁଯାତ୍ରା। ରଙ୍ଗମହଲ କୁ ମହାରାଜ କଂସଙ୍କ ଆଗମନ। 2025-12-31 17:25

31/12/2025

୭୮ତମ ବରଗଡ଼ ଧନୁଯାତ୍ରା। ରାଜଦରବରରୁ ଶ୍ରୀକୃଷ୍ଣ- ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କ ଗୋପପୁର ଗମନ ।

30/12/2025

୭୮ତମ ବରଗଡ଼ ଧନୁଯାତ୍ରା। ରାଜଦରବାର 2025-12-30 17:34

30/12/2025

୭୮ତମ ବରଗଡ଼ ଧନୁଯାତ୍ରା। ରଙ୍ଗମହଲ କୁ ମହାରାଜ କଂସଙ୍କ ସହ ମୁଖ୍ୟ ଅତିଥିଙ୍କ ଆଗମନ । 2025-12-30 13:32

29/12/2025

୭୮ତମ ବରଗଡ଼ ଧନୁଯାତ୍ରା । ରାଜଦରବାରରେ ମହାରାଜ କଂସ । ଶଙ୍ଖ ଚୂଡ଼ାଙ୍କୁ ଗୋପପୁର ପ୍ରେରଣ । 2025-12-29 15:39

29/12/2025

୭୮ତମ ବରଗଡ଼ ଧନୁଯାତ୍ରା। ରଙ୍ଗମହଲ କୁ ମହାରାଜ କଂସଙ୍କ ଆଗମନ। 2025-12-29 14:18

29/12/2025

୭୮ତମ ବରଗଡ଼ ଧନୁଯାତ୍ରା। କଂସ ମହାରାଜାଙ୍କ ନଗର ପରିକ୍ରମା । 2025-12-29 12:05

28/12/2025

୭୮ତମ ବରଗଡ଼ ଧନୁଯାତ୍ରା । ରାକ୍ଷସ-ରାକ୍ଷସୀଙ୍କ ନିଧନ ଖବର ପାଇ ମହାରାଜ କଂସ ମର୍ମାହତ । 2025-12-28 15:59

Address

Bhatli Road Bargarh Odisha
Bargarh

Alerts

Be the first to know and let us send you an email when Sai Krupa Poly Clinic & Hospital posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Sai Krupa Poly Clinic & Hospital:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram

Category