Shradha Hospital

Shradha Hospital Heart to your Health Care

ଶ୍ରଦ୍ଧେୟl ଶୁଶ୍ରୀଲିପ୍ସାରାଣୀ ର ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ,  ହସ୍ପିଟାଲ ର ସଦସ୍ୟ ସଦସ୍ୟା ମାନେ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ...
31/01/2026

ଶ୍ରଦ୍ଧେୟl ଶୁଶ୍ରୀଲିପ୍ସାରାଣୀ ର ବିଦାୟକାଳୀନ ସମ୍ବର୍ଦ୍ଧନା ଅବସରରେ, ହସ୍ପିଟାଲ ର ସଦସ୍ୟ ସଦସ୍ୟା ମାନେ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ l

ଆସନ୍ତୁ! ଏକାଠି ହୋଇ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କୁ ସୁଗମ ଭାବରେ କାର୍ଯ୍ୟକାରୀ କରାଇବା ।ଭୋଟର ମ୍ୟାପିଂ ଦ୍ୱାରା ବୁଥ୍-ସ୍ତରୀୟ ଅଧିକାରୀ (B...
30/01/2026

ଆସନ୍ତୁ! ଏକାଠି ହୋଇ ସ୍ୱତନ୍ତ୍ର ସଘନ ସଂଶୋଧନ(SIR) କୁ ସୁଗମ ଭାବରେ କାର୍ଯ୍ୟକାରୀ କରାଇବା ।
ଭୋଟର ମ୍ୟାପିଂ ଦ୍ୱାରା ବୁଥ୍-ସ୍ତରୀୟ ଅଧିକାରୀ (BLO)ଙ୍କୁ ସାହାଯ୍ୟ କରି ପ୍ରକ୍ରିୟାକୁ ସରଳୀକରଣ କରିବା ।

ଏହା ସହ ଜଡ଼ିତ ଅଧିକ ସୂଚନା ପାଇବାପାଇଁ ‘ଭୋଟର ହେଲ୍ପଲାଇନ୍ ନମ୍ବର-୧୯୫୦’ ରେ କଲ୍ କରନ୍ତୁ କିମ୍ବା
voters.eci.gov.in ୱେବ୍ସାଇଟକୁ ଯାଇ ଅଥବା ECINet App ଡାଉନଲୋଡ କରି 'Book a Call with BLO' ବିକଳ୍ପ ମାଧ୍ୟମରେ ନିଜ ବୁଥ୍-ସ୍ତରୀୟ ଅଧିକାରୀଙ୍କ ସହ ସିଧା-ସଳଖ କଥା ହୁଅନ୍ତୁ ।

25/01/2026
23/01/2026

ପବିତ୍ର ଶ୍ରୀପଞ୍ଚମୀ ତଥା ମା' ସରସ୍ଵତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ସଭିଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ, ଏତିକି ପ୍ରାର୍ଥନା l

12/01/2026

ଯୁବଗୋଷ୍ଠୀ ହେଉଛନ୍ତି ସମାଜର ମେରୁଦଣ୍ଡ, ନବସୃଜନକାରୀ ତଥା ପରିବର୍ତ୍ତନର ବାହକ। ଜାତୀୟ ଯୁବ ଦିବସରେ ଆସନ୍ତୁ ସେମାନଙ୍କ ଅସୀମ ଶକ୍ତିକୁ ସମ୍ମାନ ଜଣାଇବା ସହ ସେମାନଙ୍କ ସ୍ୱର ସାଜିବା। ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ବଳ ଯୋଗାଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା।

ଇଂରାଜୀ ନବବର୍ଷ ୨୦୨୬ ପାଳନ ଅବସରରେ ଶ୍ରଦ୍ଧା ହସ୍ପିଟାଲର ସମସ୍ତ କାର୍ଯ୍ୟକର୍ତ୍ତା।
04/01/2026

ଇଂରାଜୀ ନବବର୍ଷ ୨୦୨୬ ପାଳନ ଅବସରରେ ଶ୍ରଦ୍ଧା ହସ୍ପିଟାଲର ସମସ୍ତ କାର୍ଯ୍ୟକର୍ତ୍ତା।

ନୂତନବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷଟି ଆପଣ ତଥା ଆପଣଙ୍କ ପରିବାରର ସମସ୍ତଙ୍କ ପାଇଁ ବହୁତ ସୁନ୍ଦର, ସୁଖମୟ ଓ ଜୀବନ୍ତ ହେଉ ଏବଂ ଧନଧାନ...
31/12/2025

ନୂତନବର୍ଷର ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷଟି ଆପଣ ତଥା ଆପଣଙ୍କ ପରିବାରର ସମସ୍ତଙ୍କ ପାଇଁ ବହୁତ ସୁନ୍ଦର, ସୁଖମୟ ଓ ଜୀବନ୍ତ ହେଉ ଏବଂ ଧନଧାନ୍ୟ ରେ ପୁରି ଉଠୁ ଏହାହିଁ ଜଗତର ନାଥ ପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

Address

Shradha Hospital, Bypass
Bhadrak
756100

Alerts

Be the first to know and let us send you an email when Shradha Hospital posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Shradha Hospital:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram