12/03/2026
🏥 Sudden Fracture ହେଲେ ପ୍ରଥମେ କଣ କରିବେ? First Aid Guide by Dr. Dibya Singha
ଦୁର୍ଘଟଣା ସମୟରେ ଅଜ୍ଞତା କାରଣରୁ କରାଯାଇଥିବା ଛୋଟ ଭୁଲ ରୋଗୀ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ଅନେକ ସମୟରେ ଲୋକମାନେ Fracture ହେଲେ ହାଡ଼ ମାଲିସ କରନ୍ତି ବା ଅଣଅଭିଜ୍ଞ ଲୋକଙ୍କ ପାଖକୁ ଯାଇ ହାଡ଼ ବସାଇବାକୁ ଚେଷ୍ଟା କରନ୍ତି, ଯାହା ଗୋଡ଼ ବା ହାତ କାଟିବା ପର୍ଯ୍ୟନ୍ତ ପରିସ୍ଥିତି ନେଇଯାଏ।
ଏହି ଭିଡିଓରେ ପ୍ରତିଷ୍ଠିତ Robotic Orthopedic Surgeon Dr. Dibya Singha ଜଣାଇଛନ୍ତି:
✅ Fracture କୁ କିପରି ଚିହ୍ନିବେ?
✅ ହସ୍ପିଟାଲ ନେବା ପୂର୍ବରୁ ଘରେ କେଉଁ First Aid କରିବେ?
✅ ରୋଗୀକୁ ଗାଡ଼ିରେ ନେବା ବେଳେ କେଉଁ ସାବଧାନତା ଅବଲମ୍ବନ କରିବେ?
ନିଜେ ସଚେତନ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଏହି ଭିଡିଓଟିକୁ ଶେୟାର କରନ୍ତୁ।
📺 ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ: https://youtu.be/wDhw6mptpPQ
🏥 Sudden Fracture ହେଲେ ପ୍ରଥମେ କପରି କରିବେ? First Aid Guide by Dr. Dibya SinghaSudden Fracture ବା ହାଡ଼ ଭାଙ୍ଗିବା ଏକ ଭୟଙ୍କର ଅଭିଜ୍ଞତା ହୋଇପାରେ, କିନ୍ତୁ ସଠିକ୍ ସମୟର...