Precaution For Health

Precaution For Health Precaution For Health is a dedicate Health Channel which Provide Health Tips, Doctor Advice Interview

29/04/2026

#ଗର୍ଭାବସ୍ଥାରେ_ରକ୍ତସ୍ରାବ_ହେଲେ_କଣ_କରିବେ?
ୁରକ୍ଷିତ_କି_ନୁହେଁ_ଜାଣନ୍ତୁ

ଗର୍ଭାବସ୍ଥାରେ ରକ୍ତସ୍ରାବ (Bleeding During Pregnancy) ହେବା ଏକ ଭୟଙ୍କର ସଙ୍କେତ କି ନା ସାଧାରଣ? ଏହି ଭିଡିଓରେ ଜାଣନ୍ତୁ pregnancy ରେ spotting ଓ heavy bleeding ମଧ୍ୟରେ ପାର୍ଥକ୍ୟ, କେବେ ଏହା miscarriage ର ଲକ୍ଷଣ ହୋଇପାରେ, ଓ baby ସୁରକ୍ଷିତ ରହିବା ପାଇଁ କେଉଁ ସମୟରେ doctor ଙ୍କୁ ଦେଖିବା ଆବଶ୍ୟକ। ଗର୍ଭବତୀ ମହିଳା ଓ ପରିବାର ପାଇଁ ଏହି video ଏକ complete guide। Watch The Excusive Interview of Dr. Leena Das

📞 For Appointment Contact:
Dr. Leena Das
Sr. Consultant , Obstetrician & Gynecologist
Ankura Hospital for Women & Children - Bhubaneswar
☎ 95565 84646

29/04/2026

କାର୍ସିନୋଭା ହସ୍ପିଟାଲରେ ଚିକିତ୍ସା ପରେ କଣ କହୁଛନ୍ତି ରୋଗୀ?

28/04/2026


Seeing blood in your stool or noticing black, tarry stools can be alarming—and it should be. These symptoms may be early warning signs of serious conditions like colorectal cancer, stomach ulcers, or internal bleeding.

27/04/2026

#ପ୍ରୋଷ୍ଟେଟ୍_ସମସ୍ୟାରେ_ଦରକାର_ନାହିଁ_ଅପରେସନ୍‌
UroLift କ’ଣ? କିପରି ଏହା ପ୍ରୋଷ୍ଟେଟ୍ ବୃଦ୍ଧି ସମସ୍ୟାକୁ ଠିକ୍ କରେ
Know about UroLift to Treat Prostate Without Surgery
Watch The Excusive Podcast with Dr. Sumanta Mishra

ଏହି ଭିଡିଓରେ ଆପଣ ଜାଣିପାରିବେ:
✔️ UroLift କ’ଣ?
✔️ କିପରି ଏହା ପ୍ରୋଷ୍ଟେଟ୍ ବୃଦ୍ଧି (BPH) କୁ ଠିକ୍ କରେ
✔️ କାହା ପାଇଁ ଏହା ସର୍ବଶ୍ରେଷ୍ଠ ଚିକିତ୍ସା
✔️ ସର୍ଜରୀ ବିନା ଲାଭ ଓ ରିକଭରି ଟାଇମ୍
✔️ କେତେ ସୁରକ୍ଷିତ ଏହି UroLift

📞 For Appointment Contact:
Dr. Sumanta Mishra
Sr. Consultant , Renal Transplant, Urology
☎ 0674-6165 656
🌐 Website: www.carehospitals.com

📍 Address : CARE Hospitals , Unit No.42, Plot No. 324, Prachi Enclave Rd, Rail Vihar, Chandrasekharpur, Bhubaneswar.

27/04/2026

ବ୍ୟାୟାମ୍ କେତେ ଜରୁରୀ?

26/04/2026

#ପିରିୟଡ୍_ବେଳେ_ଭୟଙ୍କର_ପେଟ_ଯନ୍ତ୍ରଣା
Best Treatment For Uterine Fibroids | Dr. Anamika Mishra
👉 ସତର୍କ ହୁଅନ୍ତୁ! ଏହା Uterus Fibroid (ଯୁଟିରସ୍ ଫାଇବ୍ରଏଡ୍) ର ଲକ୍ଷଣ ହୋଇପାରେ।
ଏହି ଭିଡିଓରେ Dr. Anamika Mishra ଆଲୋଚନା କରିଛନ୍ତି :
✔️ ପିରିୟଡ଼ ବେଳେ ଅସହ୍ୟ ପେନ୍ କାହିଁକି ହୁଏ
✔️ Uterine Fibroid କଣ ଓ କେମିତି ହୁଏ
✔️ କେମିତି ଚିହ୍ନିବେ ଏହାର ଲକ୍ଷଣ
✔️ କେବେ ଡାକ୍ତରଙ୍କ ପାଖକୁ ଯିବା ଦରକାର
✔️ Fibroid ର ସର୍ବୋତ୍ତମ ଚିକିତ୍ସା (Medicine vs Surgery)
✔️ କେମିତି ଅପରେସନ୍ ଛଡା ମଧ୍ୟ ଠିକ୍ ହୋଇପାରେ
💡 ଅନେକ ମହିଳା ଏହି ସମସ୍ୟାକୁ ଲୁଚାଇ ରଖନ୍ତି, କିନ୍ତୁ ସମୟରେ ଚିକିତ୍ସା ନ କରିଲେ ଏହା ଗଭୀର ରୋଗରେ ପରିଣତ ହୋଇପାରେ।
👩‍⚕️ ଡାକ୍ତରଙ୍କ ଠାରୁ ସିଧାସଳଖ ପରାମର୍ଶ ଜାଣନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖନ୍ତୁ।

25/04/2026

ହାର୍ଟ ବାଇପାସ୍ ସର୍ଜରୀ ପରେ ଯତ୍ନ

24/04/2026

#କେମେତି_ଜାଣିବେ_ଆପଣଙ୍କ_ଲିଭର_ଠିକ୍_ନା_ଖରାପ
ଜାଣନ୍ତୁ ଘରେ ବସି କେମିତି ଚେକ୍ କରିବେ ଲିଭର ଠିକ୍ ଅଛି କି ନାହିଁ
How to Know If Your Liver Is Healthy or Not – Don’t Ignore These Signs!
ଲିଭର ହେଉଛି ଆମ ଶରୀରର ସବୁଠୁ ଜରୁରୀ ଅଙ୍ଗ, କିନ୍ତୁ ସମସ୍ୟା ହେଲେ ଏହା ଚୁପଚାପ ସଙ୍କେତ ଦେଉଛି। ଅଧିକାଂଶ ଲୋକ ଏହି ସଙ୍କେତକୁ ଅବହେଳା କରନ୍ତି… ଏବଂ ପରେ ହୁଏ ଗୁରୁତର ସମସ୍ୟା! ⚠️

👉 ଯଦି ଆପଣଙ୍କୁ ଲାଗୁଛି—
✔️ ଥକାନି ବଢୁଛି
✔️ ଭୋକ କମିଯାଉଛି
✔️ ପେଟ ଫୁଲୁଛି
✔️ ଚର୍ମ ଓ ଆଖି ପିତଳି ହେଉଛି

ତାହେଲେ ସତର୍କ ହୁଅନ୍ତୁ! ଏହା ହୋଇପାରେ ଲିଭର ସମସ୍ୟାର ଆରମ୍ଭ 😨

ଏହି ଭିଡିଓରେ ଜାଣନ୍ତୁ 👉 କେମିତି ସହଜରେ ବୁଝିବେ ଆପଣଙ୍କ ଲିଭର ସୁସ୍ଥ କି ନୁହେଁ ଏବଂ କେବେ ଡାକ୍ତରଙ୍କୁ ଦେଖାଇବା ଦରକାର।

📌 ଏହି ଭିଡିଓଟି ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କ ସହ ନିଶ୍ଚୟ share କରନ୍ତୁ—ଜୀବନ ବଞ୍ଚାଇ ପାରେ!

👉 Book your consultation today!
📲 Call: +91 77520-49729
🌐 Visit: www.igkchospitals.com

23/04/2026

#ପିରିୟଡ଼_ବେଳେ_ଭୟଙ୍କର_ପେନ୍_ଓ_ଅଧିକ_ରକ୍ତସ୍ରାବ
ପିରିୟଡ଼ ବେଳେ ଭୟଙ୍କର ପେନ୍ ସହୁଛନ୍ତି କି? 😣
ଏହାକୁ ଆପଣ ସାଧାରଣ ଭାବି ଅନଦେଖା କରୁଛନ୍ତି କି?
👉 ସତର୍କ ହୁଅନ୍ତୁ! ଏହା Uterus Fibroid (ଯୁଟିରସ୍ ଫାଇବ୍ରଏଡ୍) ର ଲକ୍ଷଣ ହୋଇପାରେ।

ଏହି ଭିଡିଓରେ Dr. Anamika Mishra ଆଲୋଚନା କରିଛନ୍ତି :
✔️ ପିରିୟଡ଼ ବେଳେ ଅସହ୍ୟ ପେନ୍ କାହିଁକି ହୁଏ
✔️ Uterine Fibroid କଣ ଓ କେମିତି ହୁଏ
✔️ କେମିତି ଚିହ୍ନିବେ ଏହାର ଲକ୍ଷଣ
✔️ କେବେ ଡାକ୍ତରଙ୍କ ପାଖକୁ ଯିବା ଦରକାର
✔️ Fibroid ର ସର୍ବୋତ୍ତମ ଚିକିତ୍ସା (Medicine vs Surgery)
✔️ କେମିତି ଅପରେସନ୍ ଛଡା ମଧ୍ୟ ଠିକ୍ ହୋଇପାରେ

💡 ଅନେକ ମହିଳା ଏହି ସମସ୍ୟାକୁ ଲୁଚାଇ ରଖନ୍ତି, କିନ୍ତୁ ସମୟରେ ଚିକିତ୍ସା ନ କରିଲେ ଏହା ଗଭୀର ରୋଗରେ ପରିଣତ ହୋଇପାରେ।

👩‍⚕️ ଡାକ୍ତରଙ୍କ ଠାରୁ ସିଧାସଳଖ ପରାମର୍ଶ ଜାଣନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖନ୍ତୁ।


22/04/2026

କିଡ଼ନୀ ରୋଗର ମୁଖ୍ୟ କାରଣ କଣ?
କିଡ଼ନୀ ରୋଗୀ ନିଜକୁ କିପରି ସର୍ତକ ରଖିବେ?
କିଡ଼ନୀରେ ସମସ୍ୟା ଥିଲେ କମେଣ୍ଟ କରନ୍ତୁ

20/04/2026

ଆପଣଙ୍କ ମେରୁଦଣ୍ଡ ବଙ୍କା ହୋଇଛି କି?
ମେରୁଦଣ୍ଡରେ ସମସ୍ୟା ଥିଲେ କଣ କରିବେ
ମେରୁଦଣ୍ଡରେ ସମସ୍ୟା ଥିଲେ କମେଣ୍ଟ କରନ୍ତୁ

19/04/2026

#ଲିଭର_ସୁସ୍ଥ_ରଖିବାର_ସିକ୍ରେଟ୍
ଲିଭର ଖରାପ ହେବାର ଆଗରୁ ଜାଣନ୍ତୁ ଏହି ୫ଟି କଥା
Easy lifestyle changes that can help you prevent liver disease,
✔️ How to protect your liver naturally
✔️ 5 daily habits for a healthy liver
✔️ Foods to eat and avoid for liver health
✔️ Early signs of liver damage you should never ignore

liver health tips
fatty liver treatment
liver problem solution
how to keep liver healthy
liver disease prevention
fatty liver diet
liver detox tips
liver damage symptoms

Address

8R9M+X8V, Adimata Colony, Mancheswar
Bhubaneswar
751017

Alerts

Be the first to know and let us send you an email when Precaution For Health posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Precaution For Health:

Share

Precaution For Health

Alternative & Holistic Health Service.