26/02/2023
ଅଭିଜ୍ଞତା ଥିବା ବ୍ଯକ୍ତି
ଦିର୍ଘ ଦିନ ର ସ୍ଥାୟୀ ବାସିନ୍ଦା
ଦୁଃଖ ସମୟ ରେ ସହାୟ ଲୋକ
ରାତି ଅଧ ରେ ଉଠି ଠିଆ ହେଇଥିବା ବାସୀ
ବହୁ ଦିନ ର ବିଶ୍ବାସ ଜିତିଥିବା ଗୁଣି ମଣିଷ
ଓ ଭରସା ଯୋଗ୍ୟ ସ୍ଥାନ
ସବୁବେଳ ପାଇଁ ଠିକ୍
କିନ୍ତୁ
ଅଚିହ୍ନା ଅଜଣା ଅସ୍ଥାୟୀ ବାସିନ୍ଦା
ମିଶି କଥା ହୋଇ ଯେତେ ଚିହ୍ନା ଜଣା ହେଲେ
ଯେତେ ଚମକିଉଠିଲେ ଦିନେ
ଭରସା ନ କରିବ ଭଲେ
ଯେବେ ଠକି ଯିବ
ଶୁଣିବାକୁ ନ ଥିବ ସେ ସ୍ଥାନେ
Bhagabati Homeo Sebasadan