02/04/2026
ଆଜିକାଲି ଯୁବବୟସରେ ମଧ୍ୟ ହୃଦ୍ରୋଗ ଆକ୍ରମଣ (Heart Attack) ବଢ଼ୁଛି।
ସମସ୍ୟା ବୟସ୍ ନୁହେଁ Lifestyle ହେଉଛି ମୁଖ୍ୟ କାରଣ।
୪ଟି Silent Killers:
👉 ଅଧିକ ଚିନ୍ତା
👉 ଧୂମ୍ରପାନ
👉 ମଦ୍ୟପାନ
👉 ଅସ୍ୱସ୍ଥ ଖାଦ୍ୟ ଓ ଅଭ୍ୟାସ
👉 ଶାରୀରିକ କ୍ରିୟାକଳାପର ଅଭାବ
ଅନେକେ ଆରମ୍ଭର ଲକ୍ଷଣକୁ ଅବହେଳା କରନ୍ତି,
କିନ୍ତୁ Heart Attack ହଠାତ୍ ହୁଏ ନାହିଁ ଶରୀର ପୂର୍ବରୁ ସଙ୍କେତ ଦେଇଥାଏ।
ସତର୍କ ସଙ୍କେତ:
• ଛାତିରେ ବେଦନା
• ନିଶ୍ୱାସ ନେବାରେ ଅସୁବିଧା
• ବାମ ହାତରେ ବେଦନା
• ଅଚାନକ ଝାଳ ଆସିବା
ବହୁତେ ଲୋକ ଏହାକୁ Acidity ଭାବି ଅଗ୍ରାହ କରନ୍ତି,
କିନ୍ତୁ ଏହା Heart Attack ର Warning ହୋଇପାରେ।
MAA TARINI SUPER SPECIALITY HOSPITAL ରେ
ଉନ୍ନତ Heart Screening ଓ ଅନୁଭବୀ ଡାକ୍ତରଙ୍କ ସେବା ଉପଲବ୍ଧ।
Consult the specialists at MAA TARINI SUPER
SPECIALITY HOSPITAL, Keonjhar
Book your consultation today:
+91 7681037978
+91 7852942237
+91 9853780057