03/07/2022
"ଶାଶ୍ବତ ହେଲଥ୍ କେୟାର ଓପିଡି,କଳମ୍ବ"
=> ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଆମର ଦାୟିତ୍ବ।
=> Avoid Self Medication ( ଡାକ୍ତର କିମ୍ବା ତାଲିମ୍ ପ୍ରାପ୍ତ ସ୍ବାସ୍ଥ୍ୟ କର୍ମି ପରାମର୍ଷରେ ଔଷଧ ବ୍ୟବହାର କରନ୍ତୁ)।
=> ଋତୁର ପରିବର୍ତ୍ତନରେ ଅସୁସ୍ଥ ଅଥବା ଥଣ୍ଡା,କାଶ,ଜ୍ବର ଇତ୍ୟାଦି ରୋଗ ହୋଇପାରେ। ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ କରନ୍ତୁ।
=> କୋଭିଡ୍ ର ସମସ୍ଥ ପଞ୍ଚସୁତ୍ରୀ ନିୟମ ପାଳନ କରନ୍ତୁ।
=> ଦୁରାରୋଗ୍ୟ ଯଥା, ମଧୁମେହ,ଉଚ୍ଚ ରକ୍ତ ଚାପ ରୋଗିମାନେ ନିୟମିତ ସମୟ ବ୍ୟବଧାନରେ ନିଜ ସ୍ବାସ୍ଥ୍ୟର ଯାଞ୍ଚ କରି, ନିୟମିତ ଔଷଧ ସେବନ କରିବେ।
=> କଳମ୍ବ ଗ୍ରାମ ପଞ୍ଚାୟତରେ ପ୍ରାୟ ୬୦-୭୦% ଲୋକ ଝିମା ବାତ(ସ୍ପଣ୍ଡିଲାଇସିସ୍ ଏକ ସ୍ନାୟୁ ଦୁର୍ବଳ ପରି ମେରୁଦଣ୍ଡର ସମସ୍ୟା) ଜନିତ ରୋଗରେ ପିଡିତ ଅଛନ୍ତି। ଅବହେଳା ଏବଂ ଡାକ୍ତରଙ୍କ ପରାମର୍ଶ ଅଭାବରୁ ପାରାଲିସିସ୍ ପରି ଅଚଳ ରୋଗରେ ପିଡିତ ହୋଇଥାନ୍ତି। ଅନୁରୋଧ ଠିକ୍ ସମୟରେ ଚିକିତ୍ସା କରିନିଅନ୍ତୁ।
=> ସର୍ବଦା ତାଲିମ୍ ପ୍ରାପ୍ତ ଡାକ୍ତର ଏବଂ ଫାରମାସିଷ୍ଟଙ୍କ ପରାମର୍ଶକ୍ରମେ ନିୟମିତ ଔଷଧ ବ୍ୟବହାର କରି ଆରୋଗ୍ୟ ଲାଭ କରନ୍ତୁ।
"ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ଦେଶର ବିକାଶ ଏବଂ ପ୍ରଗତିର ପ୍ରତିକ"
ଧନ୍ୟବାଦ,
Drug eXpert ସତ୍ୟନାରାୟଣ ପ୍ରଧାନ,
(Regd. Pharmacist)
ଶଶ୍ବତ ହେଲଥ୍ କେୟାର ଓପିଡି,
କଳମ୍ବ।
୭୭୩୫୩୩୩୬୦୦