13/11/2020
ଧୌ ଧନ୍ବନ୍ତରୀ ତ୍ରୟୋଦଶୀ ବା ଧନ୍ ତେରାସ୍ ।ସ୍ୱର୍ଗ ବୈଦ୍ୟ ଧନ୍ବନ୍ତରୀ ଙ୍କ ଜୟନ୍ତୀ।କାର୍ତ୍ତିକ କୄଷ୍ଣ ତ୍ରୟୋଦଶୀ ରେ ସାଗର ମନ୍ଥନ ସମୟରେ ହାତରେ ଅମୄତ କଳସ ଧରି ସେ ଆବିର୍ଭାବ ହେଇଥିଲେ।ଅମୄତ ସହ ଅନେକ ଆୟୁର୍ବେଦ ଔଷଧ ମଧ୍ୟ ସେ ଆଣିଥିଲେ।
ଧନ୍ ତେରାସ୍ ର ଧନ ସହ କିଛି ବି ସମ୍ପର୍କ ନାହିଁ।ହେଲେ ବି ଏହି ଦିନ ସୁନା କିଣିଲେ ଧନ ବୄଦ୍ଧି ହେବ ବୋଲି ଭ୍ରାନ୍ତ ଧାରଣା ଲୋକଙ୍କ ମନ ରେ ରହିଛି।
ପ୍ରକୄତ ଧନ ହେଉଛି ଆମ ସ୍ୱାସ୍ଥ୍ୟ।ତେଣୁ ଆମ ସ୍ୱାସ୍ଥ୍ୟ ସମ୍ପଦ ର ସୁରକ୍ଷା ଓ ଯତ୍ନ ନେବା ଉଚିତ।
ଧନ୍ୱନ୍ତରୀ ତ୍ରୟୋଦଶୀ ରେ ସମସ୍ତ ଙ୍କ ସୁସ୍ଥ ସୁନ୍ଦର ସ୍ବାସ୍ଥ୍ୟ ସମ୍ପଦ ର ଶୁଭ କାମନା କରୁଚି।ସ୍ୱର୍ଗ ବୈଦ୍ୟ ଧନ୍ୱନ୍ତରୀ ସମସ୍ତ ଙ୍କୁ ସୁସ୍ଥ ରଖନ୍ତୁ।🙏
---
DHANTERAS is the Birthday of Dhanvantri, Father of Medicine and Ayurveda.
According to him, "The REAL DHAN is our HEALTH",
so today let's all Pray for each other and our families for the best of Emotional, Spiritual, Physical and Mental Health.
Celebrate Life💚
Please take good care of yourself.
Stay Healthy, Positive, Cheerful & Safe 🙏