16/10/2025
ଆସନ୍ତା ଅକ୍ଟୋବର ୧୯.୧୦.୨୦୨୫ ତାରିଖ ରବିବାର ଦିନ ସକାଳ ୯ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଅଭିରାମ ପରମହଂସ ଦେବ ଆଶ୍ରମ କରମଳା ଠାରେ E24 ହସ୍ପିଟାଲ ପକ୍ଷରୁ ନିଃଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ।
ଆପଣମାନେ ବହୁ ସଂଖ୍ୟା ରେ ଏହି ମାଗଣା ସ୍ବାସ୍ଥ୍ୟ ଶିବିର ଯୋଗ ଦେଇ ସ୍ଵାସ୍ଥ୍ୟର ପରାମର୍ଶ ସହିତ ଚିକିତ୍ସା ପାଆନ୍ତୁ।
Health & Family Welfare Department, Government of Odisha Health+